티스토리 수익 글 보기
କମନ୍ସର ଅବସ୍ଥା
ବାହାରେ! କମନ୍ସରେ ୨୦୧୫ ବେଳକୁ CC ଲାଇସେନ୍ସରେ ଥିବା ୧ ବିଲିଅନରୁ ଅଧିକ କାମ
ଗତ ୫ ବର୍ଷରେ  CC ଲାଇସେନ୍ସ ଥିବା କାମ ପାଖାପାଖି ୩ ଗୁଣା ହୋଇଛି 
| ସମସ୍ତ ଲାଇନସେନ୍ସ ଥିବା କାମ | |
|---|---|
| 140 _ ମିଲିଅନ | 2006 |
| 400 _ ମିଲିଅନ | 2010 |
| 882 _ ମିଲିଅନ | 2014 |
| 1.1 _ ବିଲିଅନ | 2015 |
ଅଧିକ ଲୋକ “Free Culture” ଲାଇସେନ୍ସ  ସହିତ  ରେ ବିତରଣ କରିବା ବାଛୁଛନ୍ତି ।
| CC0, PDM + ସରିଥିବା PD ଟୁଲ | 3% |
| CC BY | 24% |
| CC BY SA | 37% |
| CC BY ND | 2% |
| CC BY NC | 6% |
| CC BY-NC-SA | 14% |
| CC BY NC ND | 14% |
ଅଧିକ ଖୋଲା — ଅଧିକ ବନ୍ଦ. ଅଧିକ ବନ୍ଦ FREE CULTURE ଲାଇସେନ୍ସ ଉଭୟ ଲାଭକାରୀ ଓ ଅଣଲାଭକାରୀ ବ୍ୟବହାର ଓ ଗ୍ରହଣକୁ ଅନୁମତି ଦେଇଥାଏ
ବିଗତ ୧୨ ବର୍ଷ ଭିତରେ CC ଚିହ୍ନ ଥିବା ପବ୍ଲିକ ଡୋମେନ  ନିଜ ଆକାରର  ଦୁଇଗୁଣା ବଢ଼ିଛି
| Year |
|
PDM | CC0 | ସମସ୍ତ ଲାଇନସେନ୍ସ ଥିବା କାମ |
|---|---|---|---|---|
| 2006 | 3.2 _ ମିଲିଅନ | – | – | 3.2 _ ମିଲିଅନ |
| 2014 | 5.7 _ ମିଲିଅନ | 1.5 _ ମିଲିଅନ | 10.3 _ ମିଲିଅନ | 17.5 _ ମିଲିଅନ |
| 2015 | 10 _ ମିଲିଅନ | 2.6 _ ମିଲିଅନ | 22.3 _ ମିଲିଅନ | 34.9 _ ମିଲିଅନ |
୨୦୧୫ରେ, CC ଲାଇସେନ୍ସ ଥିବା କାମ ୧୩୬ ବିଲିଅନ ଥର ବ୍ୟବହୃତ ହୋଇଥିଲା
= 1 _ ବିଲିଅନ
ବିଭିନ୍ନତା ଓ ଜାଗତିକ ଭାବେ ଜଣା
ଗତ ୧୦ ବର୍ଷ ଧରି ୯୦ ମିଲିଅନ ଥର ଦେଖା ସରିଥିବା CC ନିୟମାବଳୀ ଲୋକେ ୩୪ଟି ଭାଷାରେ CC ଲାଇସେନ୍ସରେ  ବିତରଣ କରୁଛନ୍ତି ।
| (العربية) (ଆରବିକ) |
| беларускі (ବେଲାରୁସିଆନ) |
| Català (କାଟାଲାନ) |
| 中国 (ଚାଇନିଜ*) |
| hrvatski (କ୍ରୋଏସିଆନ) |
| čeština (ଚେକ) |
| danske (ଡାନିସ) |
| Nederlands (ଡଚ) |
| English (ଇଂରାଜୀ*) |
| Esperanton (ଏସପେରାଣ୍ଟୋ) |
| suomi (ଫିନିସ) |
| français (ଫରାସୀ*) |
| galego (ଗାଲିସିଆନ) |
| Deutsche (ଜର୍ମାନ*) |
| ελληνικά (ଗ୍ରୀକ) |
| Magyar (ହଙ୍ଗାରିଆନ) |
| bahasa Indones (ଇଣ୍ଡୋସିଆନ) |
| italiano (ଇଟାଲିଆନ) |
| 日本語 (ଜାପାନିଜ) |
| 한국어 (କୋରିଆନ) |
| Latvijā (ଲାଟିଭିଆନ) |
| Lietuvos (ଲିଥୁଆନିଆନ) |
| Melayu (ମାଳୟ) |
| te reo Maori (ମାଓରି) |
| norsk (ନରଉଏଇଆନ) |
| *فارسي (ପର୍ସିଆନ) |
| polski (ପୋଲିସ) |
| português (ପର୍ତ୍ତୁଗିଜ) |
| Română (ରୋମାନିଆନ) |
| Русский (ରୁଷିଆନ) |
| Español (ସ୍ପାନିସ*) |
| svenska (ସ୍ୱେଡିସ) |
| Türk (ତୁର୍କିସ) |
| Український (ଇଉକ୍ରେନିଆନ) |
ଗବେଷଣାରୁ ଆରମ୍ଭ କରି ବିରାଡ଼ି ଫଟୋ ଯାଏ କମନ୍ସ ଅନେକ କଣ୍ଟେଣ୍ଟ ଯୋଗାଇଥାଏ ।
- ଛବି (ଫଟୋ, ଆର୍ଟୱାର୍କ): ୩୯୧ ମିଲିଅନ
- ଓପନ ଏଜୁକେସନାଲ ରିସୋର୍ସ: ୭୬,୦୦୦
- ଗବେଷଣା (ଜର୍ଣ୍ଣାଲ ଲେଖା): ୧.୪ ମିଲିଅନ
- ଭିଡ଼ିଓ: ୧୮.୪ ମିଲିଅନ
- ଅଡ଼ିଓ ଲେଖା: ୪ ମିଲିଅନ
- ଅନ୍ୟାନ୍ୟ (ମଲ୍ଟିମିଡ଼ିଆ, 3D): ୨୩,୦୦୦
- ଲେଖା (ପ୍ରସଙ୍ଗ, ଗପ, ଡକୁମେଣ୍ଟ): ୪୬.୯ ମିଲିଅନ
CC ସବୁଠି ।
ଉଇକିପିଡ଼ିଆ ଓ ଫ୍ଲିକର ଭଳି ବଡ଼ ସଂଗଠନରୁ ଆରମ୍ଭ କରି ଆପଣଙ୍କ ଜେଜେମାଙ୍କ ବ୍ଲଗ ଭଳି ଛୋଟ ୱେବସାଇଟ ଯାଏ ମିଲିଅନ ମିଲିଅନ ୱେବସାଇଟ CC ଲାଇସେନ୍ସ ବ୍ୟବହାର କରନ୍ତି ।

| – | ସମସ୍ତ ଲାଇନସେନ୍ସ ଥିବା କାମ |
|---|---|
| Flickr | ୩୫୬ ମିଲିଅନ ଫଟୋ |
| Bandcamp | ୧.୯୬ ମିଲିଅନ ଗୀତ |
| Wikipedia | ୩୫.୯ ମିଲିଅନ ପ୍ରସଙ୍ଗ |
| YouTube | 13 _ ମିଲିଅନ ଭିଡ଼ିଓ |
| Jamendo | 496,000 _ ଗୀତ |
| 500px | 661,000 photos |
| Vimeo | 5 _ ମିଲିଅନ ଭିଡ଼ିଓ |
| Internet Archive | 2 _ ମିଲିଅନ ଭିଡ଼ିଓ |
| FMA | 86,000 _ ଗୀତ |
| Wikimedia Commons | 21.6 million media files |
| Tribe of Noise | 29,000 _ ଗୀତ |
| PLOS | ୧୪୦,୦୦୦ ପ୍ରସଙ୍ଗ |
| Europeana | ୨୦.୯ ମିଲିଅନ ଡିଜିଟାଲ ବସ୍ତୁ |
| Skills Commons | ୨୪,୦୦୦୦ କ୍ୟାରିଅର ତାଲିମ ପୁସ୍ତିକା |
| Boundless | 49,000 open educational resources |
| MIT opencourseware | ୨,୩୦୦ କୋର୍ସ |
- (ୱେବରେ CC BYରେ ଥିବା ମୋଟ ଓପନ ଆକ୍ସେସ ପ୍ରସଙ୍ଗ): ୬୭୫,୦୦୦; ଅନ୍ୟ CC ଲାଇସେନ୍ସରେ ଥିବା ପ୍ରସଙ୍ଗ: ୧.୩ ମିଲିଅନ
୨୦୧୫ରେ Medium ଓ edX ଭଳି ବିଭିନ୍ନ ସାଇଟ ସେମାନଙ୍କ ବ୍ୟବହାରକାରୀଙ୍କ ଲାଗି CC ଲାଇସେନ୍ସ ଯୋଡ଼ିବାରେ ଲାଗିଲେ । ଏହା ଛଡ଼ା ଫ୍ଲିକର CC0 ଓ Public Domain ଚିହ୍ନ ମଧ୍ୟ ଯୋଡ଼ିଲା ।
…ଆହୁରି ଆସୁଛି!
୨୦୧୫ ପ୍ରଭାବ:  CC + ଓପନ ଏଜୁକେସନ
ଓପନ ଏଜୁକେସନ ନୀତି ଥିବା ଦେଶସମୂହ
ଓପନ ଏଜୁକେସନ – ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, କାନାଡ଼ା, ଇଉରୋପିଆନ ଇଉନିଅନ, ଇଣ୍ଡୋନେସିଆ, ଭାରତ, ନେଦରଲାଣ୍ଡ୍ସ, ମରିସସ, ନିଉଜିଲାଣ୍ଡ, ପୋଲାଣ୍ଡ, ରୋମାନିଆ, ସ୍କଟଲାଣ୍ଡ, ସ୍ଲୋଭେନିଆ, ସ୍ଲୋଭାକ୍କ ରିପବ୍ଲିକ, ଦକ୍ଷିଣ ଆଫ୍ରିକା, ଯୁକ୍ତରାଜ୍ୟ, ଯୁକ୍ତରାଷ୍ଟ୍ର ଆମେରିକା, ଉରୁଗୁଏ, ଉଏଲ୍ସ.
ଓପନ ଟେକ୍ସଟବୁକ ଛାତ୍ରମାନଙ୍କୁ ବଞ୍ଚାଇଦେଲା
$$୧୭୪ ମିଲିଅନ ଆଜିଯାଏ
୨୦୧୫/୧୬ ଶିକ୍ଷା ବର୍ଷ ଭିତରେ ଆହୁରି $୫୩ ମିଲିଅନ
୨୦୧୫ ପ୍ରଭାବଳ  CC + ଫାଉଣ୍ଡେସନ ଓପନ ପଲିସି
୨୦୧୫ରେ ତଳଲିଖିତ ମୁଖ୍ୟ ସଙ୍ଗଠନସବୁ ଓପନ ପଲିସି ଆଦରିନେଇଥିଲେ:





ଏହିସବୁ ସଙ୍ଗଠନ ଆପେଆପେ ଆସୁଥିବା ବଛା ବନ୍ଦରୁ ଖୋଲା ରଖି ୨୦୧୫ ବେଳକୁ $୧.୯ ବିଲିଅନ ଦାନ ଦେଇଥିଲେ ।
୨୦୧୫ ପ୍ରଭାବ:  CC + ସାଂସ୍କୃତିକ ଐତିହ୍ୟ
ସଂଗ୍ରହାଳୟ ଓ ବାକି ସାଂସ୍କୃତିକ ଅନୁଷ୍ଠାନମାନ







CC ର ପବ୍ଲିକ ଡୋମେନ ଟୁଲକୁ ଭଲା କହିବ ଯେ ବାହାର ଜଗତର ଡିଜିଟାଲ ଫଟୋ ଖୋଲାରେ ତଥା ଆଗଠୁ ଆହୁରି ବ୍ୟାପକ ଭାବେ ଲୋକଙ୍କ ପାଇଁ ଉପଲବ୍ଧ ।
#FREEBASSEL: Creative Commons ସିରିଆର ମୁଖ୍ୟ ବାସେଲ ଖାର୍ଟାବିଲ ସାଂସ୍କୃତିକ ଐତିହ୍ୟର ଡିଜିଟାଲକରଣ, ସଂରକ୍ଷଣ ଓ ବିତରଣ କରୁଥିବା ପ୍ରକଳ୍ପର ଜଣେ ମୁଖ୍ୟ ଯୋଗଦାନକାରୀ । ୨୦୧୨ ମାର୍ଚ୍ଚରୁ ସେ ସିରିଆରେ ଅନୀତିକ ଭାବେ ବନ୍ଦୀ ହୋଇଛନ୍ତି । CC ଓ ଏହାର ବୋର୍ଡ଼ ଅଫ ଡାଇରେକ୍ଟରମାନେ ବାସେଲଙ୍କ ତୁରନ୍ତ ଓ ନିରାପଦ ମୁକ୍ତି ଦାବିରେ ଲାଗିରହିଛନ୍ତି ।.
୨୦୧୫ ପ୍ରଭାବ: ସ୍ଥାନୀୟ ମୁଖ୍ୟଖବର
ମଧ୍ୟ ପୂର୍ବ ଓ ଉତ୍ତର ଆଫ୍ରିକା
ମଧ୍ୟ ପୂର୍ବ ଓ ଉତ୍ତର ଆଫ୍ରିକା CC ସହଯୋଗୀଗଣ ଦୁଇଟି ଐତିହାସିକ ମେଳଣରେ ଭାଗ ନେଇଥିଲେ
Al Jazeera ଇଂରାଜୀ Al Jazeera ଲ୍ୟାବରୁ CC ଲାଇସେନ୍ସ ହୋଇଥିବା କାମ ଓ ଇନଫୋଗ୍ରାଫିକ୍ସ ଅନ୍ତର୍ଭୁକ୍ତ କରିଛି
ଆଫ୍ରିକା
ଦକ୍ଷିଣ ଆଫ୍ରିକା CC BY ଅଧୀନରେ ୧୭ବର୍ଷର ସଂସଦୀୟ ଫାଇଲ ଖୋଲାରେ ବିତରଣ କରିଛି
CC ଆଫ୍ରିକା ସହଯୋଗୀ ଓ WikiAfrica ୨ୟ ଉଇକି ଲଭ୍ସ ଆଫ୍ରିକା ଅଭିଯାନ ଆରମ୍ଭ କରିଛନ୍ତି
CC ଲାଇସେନ୍ସରେ ପିଲାଙ୍କ ବହି ଦାନ କରିବା ପାଇଁ ସହଯୋଗୀମାନେ ସ୍ଥାନୀୟ ସହଯୋଗୀ ଆଫ୍ରିକାନ ଷ୍ଟୋରିବୁକ ପ୍ରୋଜେକ୍ଟ ଓ ବୁକ ଡ୍ୟାସଙ୍କ ସଙ୍ଗେ ମିଶିଛନ୍ତି
ଇଉରୋପ
“CC ପର୍ତ୍ତୁଗାଲ ଏକ”“CC Toolkit for Business”" ତିଆରିଛନ୍ତି"
ସାରା ଇଉରୋପର CC ସହଯୋଗୀଗଣ ଜାତୀୟ ନିୟମକାରୀନଙ୍କ ସହ ମିଶି ଇଉରୋପିଆନ ଇଉନିଅନର କଲେକ୍ଟିଭ ରାଇଟ୍ସ ମ୍ୟାନେଜମେଣ୍ଟ ଉପରେ ଏକ ନିର୍ଦ୍ଦେଶିକା ତିଆରି କରିଛନ୍ତି
ଏସିଆ-ପାସିଫିକ
CC କୋରିଆ Creative Commonsର ସିଓଲରେ ୨୦୧୫ ଗ୍ଲୋବାଲ ସମିଟ ଆୟୋଜନ କରିଥିଲା
ବିଭିନ୍ନ ଚଳଣି ଓ ସମୟ ମଣ୍ଡଳବାସୀ ଚାଇନିଜ କହୁଥିବା ସହଯୋଗୀଗଣ ୪.୦ ଲାଇସେନ୍ସ ସୁଟର ଅନୁବାଦ ଆରମ୍ଭ କରିବେ
ଉତ୍ତର ଆମେରିକା
ନିଉଅର୍କର ମିଉଜିଅମ ଅଫ ମଡର୍ଣ୍ଣ ଆର୍ଟ (MoMA) ନିଜର ସ୍ଥାୟୀ ସଂଗ୍ରହରେ CC ଲୋଗୋକୁ ପାଛୋଟି ନେଇଛନ୍ତି
U.S. ଡିପାର୍ଟମେଣ୍ଟ ଅଫ ଲେବରର $୨ ବିଲିଅନ କ୍ୟାରିଅର ତାମିଲ କାର୍ଯ୍ୟକ୍ରମ ପାଇଁ ବିଭାଗର ଅନୁଦାନ ପାଉଥିବା ସଭିଏଁ ନିଜର ପ୍ରଥମ OER ପାଇଁ ଦାନ କରିଛନ୍ତି
ଲାଟିନ ଆମେରିକା
CC ଲାଟିନ ଆମେରିକାର ଛୋଟ-ଅନୁଦାନ କାର୍ଯ୍ୟକ୍ରମ ଏବେ ଦ୍ୱିତୀୟ ବର୍ଷରେ ଏଲ ସାଲଭାଡର, କୋଷ୍ଟାରିକା ଓ ପାରାଗୁଏରେ ଥିବା ସହଯୋଗୀମାନଙ୍କ ପାଇଁ ଅନୁଦାନ ଦେଉଛି
CC ଉରୁଗୁଏ ସ୍ପାନିସରେ ଓପନ ଲାଇସେନ୍ସିଂ ପଲିସି ଟୁଲକିଟ ଅନୁବାଦ କରିଛନ୍ତି
ବିତରଣ ପାଇଁ ସାଧୁବାଦ

ସବୁ Creative Commons ଜିନିଷରେ ଯୋଗଦିଅନ୍ତୁ । ଆମ ସହ Twitter ଓ Facebookରେ ଭେଟନ୍ତୁ ।